ଆଜିର ଅନୁଚିନ୍ତା

ତାରିଖ - ୧୧:୦୨:୨୦୨୧ (ଗୁରୁବାର )

0 285

➡️ନିଜ ଖୁସିର ଦାୟିତ୍ବ ନିଜ ହାତରେ ରହିଥାଏ, ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ ।
➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ ।
➡️ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇ ନ ଥାଏ ! ଚେଷ୍ଟା ହିଁ ମଣିଷକୁ ସଫଳ, ସୁନ୍ଦର ବନେଇ ଦେଇଥାଏ ।
➡️ଜୀବନରେ ଅତୀତକୁ ସମୀକ୍ଷା କରି , ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ସବୁଠାରୁ ସୁନ୍ଦର ସମୟ ହେଉଛି ବର୍ତ୍ତମାନ
➡️ ସମ୍ପର୍କ ଏକ ଅଜବ ପ୍ରକାରର ଶବ୍ଦ, ଯାହା ବିଶ୍ବାସ ନ ହେବା ପର୍ଯ୍ୟନ୍ତ ଆରମ୍ଭ ହୁଏ ନାହିଁ ଆଉ ଧୋକା ନ ଖାଇବା ପର୍ଯ୍ୟନ୍ତ ଶେଷ ହୁଏ ନାହିଁ ।
➡️ସଫଳତାର ପ୍ରଥମ ପାହାଚ ହେଉଛି Self confidence .

Leave A Reply

Your email address will not be published.