ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ସାସଂଦ

0 316

ଖବର ଆଜିର,ତାରିଖ ୧୧-୦୨-୨୦୨୧ ଗୁରୁବାର
୧-ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’ ।
୨-ମରିଯିବୁ ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା ବାନାର୍ଜୀ ।
୩-ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’ ।
୪-ଦକ୍ଷିଣ ପ୍ରଶାନ୍ତ ଦ୍ୱୀପରେ ୭.୭ ତୀବ୍ରତାର ଭୂମିକମ୍ପ : ନ୍ୟୁଜିଲ୍ୟାଣ୍ଡ ସମେତ କେତେକ ଦେଶକୁ ସୁନାମି ଚେତାବନୀ ।
୫-ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ହଜାର ଭ୍ୟାକସିନ ପଠାଇଛି ଭାରତ ।
୬-ହୋଲି ପୂର୍ବରୁ ଦେଶରେ ସବୁ ଟ୍ରେନ ଚଲାଇବାକୁ ପ୍ରସ୍ତୁତି, ଲାଗୁ ହେବ ପୁରୁଣା ଭଡ଼ା, ରେଳବାଇ ବୋର୍ଡକୁ ପଠାଗଲା ପ୍ରସ୍ତାବ ।
୭-ଆଉ ୨ ଦିନ ବଢ଼ିଲା ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି
୮-ଶ୍ରୀମନ୍ଦିରରୁ ବାଇ-ଲ’ ହଟିବା ପରେ ଜୋର ଧରିଲା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର ଦାବି । ମୁହାଁମୁହିଁ ହେଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ସାସଂଦ ଅପରାଜିତା ଷଡ଼ଙ୍ଗୀ
୯-ଓଡ଼ିଶାରେ ଆନ୍ଧ୍ର କରୁଛି ମାମଲତି । ଆନ୍ଧ୍ର ଭୋଟରେ ଭାଗ ନେବା ପାଇଁ ଓଡ଼ିଶା ଲୋକଙ୍କୁ ବୁଝାଉଛନ୍ତି ଆନ୍ଧ୍ର ଅଫିସର, ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।
୧୦-ରାଜଧାନୀରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା । ଚିହ୍ନଟ ପାଇଁ ହାତର ଫିଙ୍ଗର ପ୍ରିଂଟ ସଂଗ୍ରହ କଲା କମିଶନରେଟ ପୋଲିସ ।
୧୧-ଏବେ ରବିବାର ବି ଦର୍ଶନ ଦେବେ ମହାବାହୁ: ଘୋଷଣା କଲେ ମୁଖ୍ୟ ପ୍ରଶାସକ, ୧୨ରୁ ଖୋଲିବ ଆନନ୍ଦ ବଜାର, ୨ରେ ପତର ପକାଇ ଅବଢା ଖାଇବେ ଭକ୍ତ
୧୨-ଓଡ଼ିଶା ହେବ ପ୍ରଥମ ରାଜ୍ୟ -ଲଞ୍ଚ ହେଲା ଲର୍ଣ୍ଣର ଲାଇସେନ୍ସ ମୋବାଇଲ୍ ଆପ୍- ୯ RTO ସେବା ଅନ୍‌ଲାଇନ୍ ହେଲା, ଡିଜିଟାଲ ମୋଡ୍‌ରେ ଓଡ଼ିଶା ।
୧୩-ବନ୍ଦ ହେଲା କଟକର ସନ୍ ହସ୍ପିଟାଲ – ୧ ତାରିଖରେ ଲାଗିଥିଲା ନିଆଁ ।
୧୪-ସିଏଜି ରିପୋର୍ଟ-ରାଜ୍ୟକୁ ମିଳିଛି ସର୍ବାଧିକ ୪୮୧ କୋଟି ସିଏସଆର ପାଣ୍ଠି ।
ଝରାଫୁଲ ହତ୍ୟାକୁ ୧୫ ଦିନ ବିତିଲାଣି : ଖୋଲୁନି ରହସ୍ୟ; ଧରାପଡୁନି ଶେଖର ।
୧୫-ଟେଷ୍ଟ ବ୍ୟାଟିଂ ମାନ୍ୟତା: ୫ମକୁ ଖସିଲେ ବିରାଟ, ୩କୁ ଉଠିଲେ ରୁଟ୍ ।
୧୬-ଭଙ୍ଗା ହେବନି ବିରାଟ! ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, କ୍ରେତାଙ୍କୁ ନୋଟିସ୍ ଜାରି ।
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.