ଆଜିର ଅନୁଚିନ୍ତା

ତାରିଖ - ୧୬:୦୨:୨୦୨୧ ( ମଙ୍ଗଳବାର )

0 226

➡️ପରିବାର ଦାୟିତ୍ବ ଭାର ଆଗରେ ସ୍ବପ୍ନ ସବୁବେଳେ ହାରି ଯାଇଥାଏ ।
➡️ସମସ୍ତଙ୍କୁ ସାହାର୍ଯ୍ୟ କର କିନ୍ତୁ କାହା ଠାରୁ କିଛି ଆଶା ରଖ ନାହିଁ ।
➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ତାହା ଖୁଚ୍ ଶୀଘ୍ର ପରିବର୍ତ୍ତନ ହୋଇଯାଏ ।
➡️ଅଢେଇ ଦିନିଆ ଜୀବନକୁ ନେଇ ବଢେଇ ହେଉଛୁ କାହିଁକି ବେଶି,
ଆସିଥିଲୁ ଖାଲି ଯିବୁରେ ତୁ ଖାଲି ମାଟି ଦେହ ଯିବ ମାଟିରେ ମିଶି ।
➡️ହାତ କାଟି ଭଲପାଇବାର ପ୍ରମାଣ ଦେବା ବଡ ବୋକାମି, ଯିଏ ତୁମ ଲୁହର ମୂଲ୍ୟ ବୁଝେନାହିଁ ସେ ତୁମ ରକ୍ତର ମୂଲ୍ୟ ବୁଝିବ କେମିତି ।
➡️ଜୀବନରେ ଜଗିରଖି Batting କରିବାକୁ ହୁଏ, ନହେଲେ ନିଜର ପ୍ରିୟ ପାଖ ଲୋକଟି ହିଁ Stumping କରେ । ଶୁଭ ସକାଳ ! ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.! ଜୟ ଜଗନ୍ନାଥ!

Leave A Reply

Your email address will not be published.