ଆଜିର ଅନୁଚିନ୍ତା

 ତାରିଖ - ୨୦:୦୨:୨୦୨୧ (ଶନିବାର )

0 260

➡️ଅନ୍ୟକୁ ସାହାର୍ଯ୍ୟ କରିବାର ମୂଳ ପୁଞ୍ଜି ଧନ ନୁହେଁ, ଏକ ବିଶାଳ ହୃଦୟ ଅଟେ ।
➡️ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ ।
➡️ଅଗ୍ନି ନୁହେଁ, ବିଶ୍ବାସ ଘାତକତା ହିଁ ଯଥେଷ୍ଟ ସମ୍ପର୍କକୁ ଜାଳିବାପାଇଁ ।
➡️ପରିସ୍ଥିତିକୁ ଏଭଳି କରିଦିଅନ୍ତୁ ନାହିଁ ଯେ, ସମସ୍ୟା ଆଗରେ ଆପଣଙ୍କ ସାହସ ହାରିଯିବ ।
➡️କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ମଣିଷର ସବୁଠାରୁ ସୁନ୍ଦର ପୋଷାକ ହେଉଛି ତାର “ହସ” ।
➡️ବେଳେ ବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ ।ହେଲେ ଦୁଃଖର କଥା ଶୁଣିବାକୁ କାହା ପାଖରେ Time ନଥାଏ ।

!ଶୁଭ ସକାଳ ! ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Leave A Reply

Your email address will not be published.