ଆଜିର ଅନୁଚିନ୍ତା

ତାରିଖ - ୨୧:୦୨:୨୦୨୧ (ରବିବାର )

0 310

➡️ସୁନ୍ଦରତା ସମସ୍ତଙ୍କ ଭିତରେ ଲୁଚି ରହିଛି, ବାସ୍ ତାକୁ ବାହାର କରିବାର ଅଛି ।
➡️ଟଙ୍କାପଇସା କେବଳ ଚାଲିଚଳନକୁ ବଦଳାଇ ଦେଇ ପାରେ ।ବୁଦ୍ଧି, ସ୍ବଭାବ, କର୍ମ ଆଉ ଭାଗ୍ୟକୁ ନୁହେଁ
➡️ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ । କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ ।
➡️ଖରାପ ତ ସେତେବେଳେ ଲାଗେ ଯେତେବେଳେ କାହାର ବିପଦର ସାଥି ହେବା ପରେ ସେ ଆମକୁ ଭୁଲି ଯାଆନ୍ତି ।
➡️ଜୀବନରେ ପ୍ରତ୍ୟେକ ଝଡ କ୍ଷତି କରିବାକୁ ଆସେନାହିଁ, କିଛି ଝଡ ଆସିଥାଏ ରାସ୍ତା ସଫା କରିବା ପାଇଁ ।
➡️ଭଗବାନ ଯଦି ମଣିଷକୁ ଭୋକ ଆଉ ଦୁଃଖ ଦେଇନଥାନ୍ତେ ତେବେ ମଣିଷ କେବେ ନିଜର Importance ବୁଝିପାରନ୍ତା ନାହିଁ ।
ଶୁଭ ସକାଳ ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.