ଜୀବନରେ କେଵେବି ନିଜ ଦକ୍ଷତାକୁ ନେଇ ଗର୍ବ କରନ୍ତୁ ନାହିଁ, କାରଣ ପଥର ପାଣିରେ ପଡିଲାପରେ ଯେମିତି ନିଜ ଓଜନ ଯୋଗୁ ହିଁ ବୁଡିଯାଇଥାଏ, ସେହିପରି:-
ଗୁଣ ନ ଥିଲେ ରୂପ ବ୍ୟର୍ଥ୍ୟ ,
ବିନମ୍ରତା ନ ଥିଲେ ବିଦ୍ୟା ବ୍ୟର୍ଥ୍ୟ ,
ସାହସ ନ ଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ୍ୟ ,
ଉପଯୋଗ ନ ଥିଲେ ଧନ ବ୍ୟର୍ଥ୍ୟ ,
ପରୋପକାର ନ ଥିଲେ ଜୀବନ ବ୍ୟର୍ଥ୍ୟ ।
ହଲଚଲ ହେଉଥିବା ପାଣିରେ ଯେପରି ପ୍ରତିବିମ୍ବ ଦେଖାଯାଏନାହିଁ, ଠିକ୍ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖିପାରେ ନାହିଁ ।
ମଣିଷ ସଂସାରରୁ ଚାଲିଯିବା ପରେ ସମାଜ ତା’ ନାଁମ କୁ ଭୁଲି ଯାଇପାରେ କିନ୍ତୁ ତା’ କର୍ମ କୁ ଭୁଲେ ନାହିଁ, ତେଣୁ ଜୀବନରେ ସବୁବେଳେ ଏମିତି କର୍ମ କରନ୍ତୁ ଯେ ଆପଣ ଜୀବିତ ଥିବା ବେଳେ ସଭିଏଁ ଆପଣଙ୍କୁ ଭଲ ପାଇବେ ଆଉ ଆପଣ ସଂସାରରୁ ଚାଲିଯିବା ପରେ ମଧ୍ୟ ଆପଣଙ୍କୁ ସମସ୍ତେ ମନେ ରଖିବେ ।
??ଜୟ ଜଗନ୍ନାଥ??