ଆଜିର ଅନୁଚିନ୍ତା

ତାରିଖ - ୨୦:୦୩:୨୦୨୧ (ଶନିବାର )

0 318

➡️ସମୟ ଆସିବାକୁ ଟିକେ ସମୟ ଦିଅ, ସମୟ ଆସିଲେ ନିଶ୍ଚିତ ସମୟ ହିଁ ଉତ୍ତର ଦେବ ।
➡️ଏହାହିଁ ବର୍ତ୍ତମାନର ସମାଜ ସତ୍ ମଣିଷମାନେ ଅବହେଳିତ ଆଉ ଅସତ୍ ମଣିଷମାନେ ସମ୍ମାନିତ ।
➡️ଧର୍ଯ୍ ମଣିଷକୁ ଉନ୍ନତି କରେ ମିଛ ମଣିଷକୁ ଧ୍ବଂସ କରେ ।
➡️ଆଳସ୍ୟ ଠାରୁ ବଡ କୌଣସି ଶତୃ ନାହିଁ, ଆଳସ୍ୟ ହିଁ ଗୋଟେ ଜିନିଷ ଯାହା ଆପଣଙ୍କୁ ଆଗକୁ ବଢିବାକୁ ଦେଇ ନ ଥାଏ ।
➡️ବେଳେ ବେଳେ ଆମ ଜୀବନରେ କିଛି ଲୋକ ଏମିତି Important ହେଇଯାଆନ୍ତି ଯେ ତାଙ୍କ ଜାଗା ଆମ Life ରେ ଅନ୍ୟ କେହି ନେଇ ପାରନ୍ତି ନାହିଁ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜଗନ୍ନାଥ !

Leave A Reply

Your email address will not be published.