ଆଜିର ଅନୁଚିନ୍ତା

ତାରିଖ - ୨୬:୦୩:୨୦୨୧ (ଶୁକ୍ରବାର )

0 256

➡️ଆଗରୁ ବାପା ମାଆ ପିଲା ମାନଙ୍କୁ ଟଙ୍କା ପଇସା ଦେଇ ପାରୁ ନ ଥିଲେ ହେଲେ ସଂସ୍କାର ଦେଉଥିଲେ । ଏବେ କାର ବାପା ମାଆ ମାନେ ପିଲା ମାନଙ୍କୁ ଟଙ୍କା ଦେଉଛନ୍ତି ସତ ହେଲେ ସଂସ୍କାର ଦେଇ ପାରୁ ନାହାଁନ୍ତି
➡️ଯଦି ଭରଷା ଭଗବାନଙ୍କ ଉପରେ ଅଛି ଯାହା ଭାଗ୍ୟରେ ଅଛି ତାହା ମିଳିବ କ୍ଷ ଭରଷା ଯଦି ନିଜ ଉପରେ ଅଛି ଭଗବାନ ସେୟା ଦେବେ ଯାହା ତୁମେ ଚାହିଁବ !
➡️ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ ନିର୍ଭର ନ କରି ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲ । କାରଣ ସମୟ ଯେ କେତେବେଳେ ପୂର୍ଣ୍ଣଚ୍ଛେଦ ପକାଇବ ତାହା କେହି ଜାଣନ୍ତି ନାହିଁ ।
➡️ଅଧିକାର ନୁହେଁ ଦାୟିତ୍ବ ନେବାର ନାଁ ” ବିବାହ” ।
➡️ଏ ଦୁନିଆରେ ଭଲ ମଣିଷର କୌଣସି ଠବକ୍ଷଙ୍କର ନାହିଁ ଠବକ୍ଷଙ୍କର ଅଛି କେବଳ ରୂପ ଆଉ ଟଙ୍କାର !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ!

Leave A Reply

Your email address will not be published.