ଆଜିର ଅନୁଚିନ୍ତା

ତାରିଖ - ୦୧:୦୪:୨୦୨୧ (ଗୁରୁବାର )

0 497

➡️କେବେ କାହାକୁ ଗରିବ ଭାବି ସମ୍ପର୍କ ଭାଙ୍ଗ ନାହିଁ , କାରଣ ଗରିବ ପାଖରୁ ଯେଉଁ ସମ୍ମାନ ମିଳିଥାଏ ତାହା କେବେ ଜଣେ ଧନୀ ପାଖରୁ ମିଳି ନ ଥାଏ ।
➡️ସମସ୍ତ ନିଷ୍ପତି କେବଳ ଆମର ହୋଇନଥାଏ କିଛି ନିଷ୍ପତି ସମୟର ମଧ୍ୟ ହୋଇଥାଏ ।
➡️ଯିଏ ପରିଶ୍ରମରେ ବିଶ୍ବାସ ରଖେ, ସେ ଭାଗ୍ୟ କଥା କେବେ ବି କୁହେନାହିଁ ।
➡️ସ୍ବାର୍ଥ ଶେଷ ତ ସମ୍ପର୍କ ବି ଶେଷ ଏହା ହିଁ ବାସ୍ତବ ।
➡️Impossible କୁ ଧ୍ୟାନର ସହ ଦେଖ, ସେ ନିଜେ ହିଁ କହିଥାଏ I am possible ବାସ୍ ଦେଖିବାର ଠାଣି ବଦଳାଇ ଦିଅ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Leave A Reply

Your email address will not be published.