ଆଜିର ଅନୁଚିନ୍ତା

ତାରିଖ - ୦୭:୦୪:୨୦୨୧ (ବୁଧବାର )

0 349

➡️ଯେଉଁ ମଣିଷ ତା ଜୀବନରେ ଖରାପ ସମୟକୁ ଦେଖିଥାଏ
ସେହି ମଣିଷ ଅନ୍ୟର ଦୁଃଖ କଷ୍ଟକୁ ଖୁବ ଭଲଭାବେ ବୁଝିଥାଏ
➡️ଜୀବନରେ ଯାହା ମିଳିଛି ସେଥିରେ ଖୁସି ହୁଅନ୍ତୁ ଯାହା ମିଳି ନାହିଁ ତାହା ବିଷୟରେ ଭାବିଲେ କେବଳ କଷ୍ଟ ହିଁ ମିଳିବ।
➡️ଜିନିଷର ମୂଲ୍ୟ ମିଳିବା ପୂର୍ବରୁ ଜଣା ଯାଇଥାଏ କିନ୍ତୁ ମଣିଷର ମୂଲ୍ୟ ହରାଇବା ପରେ ଜଣା ପଡିଥାଏ ।
➡️ଶିକ୍ଷିତ ହୋଇ ଯଦି ଭୁଲକୁ ଭୁଲ୍ ଠିକ୍ କୁ ଠିକ୍ କହିବାର ସାହସ ନାହିଁ,ତେବେ ତୁମେ ସମାଜର ବୋଝ ଛଡା ଆଉ କିଛି ନୁହେଁ ।
➡️ମଣିଷ Time ପାଖରେ ହାରିନଥାଏହାରିଥାଏ ମଣିଷର ଛଳନା ପ୍ରତାରଣା ପାଖରେ ,ଆଜିର ଆଧୁନିକ ଯୁଗରେ ଲୋକମାନେମଣିଷର ହୃଦୟ କୁ ନୁହେଁ ବରଂ ଆଧୁନିକ ସାଯସଜା ,ଈବଦ୍ଭଳ Bank balance କୁ ଭଲ ପାଆନ୍ତି,
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ଜଗନ୍ନାଥ!

Leave A Reply

Your email address will not be published.