ଆଜିର ଅନୁଚିନ୍ତା

ତାରିଖ - ୦୩:୦୪:୨୦୨୧ (ଶନିବାର )

0 288

➡️ବାପା ଓ ମାଆଙ୍କୁ ଶେଷ ସମୟରେ ଯେଉଁ ପୁଅ ଦୁଃଖ ଦେଇଥାଏ, ସେଇ ଦୁଃଖ ତା\’ଶେଷ ସମୟରେ ତାକୁ ହିଁ ମିଳିଥାଏ -।
➡️ହଜାରେ ଲୋକଙ୍କ ସହିତ ସମ୍ପର୍କ ଯୋଡିବା କିଛି ବଡ କଥା ନୁହେଁ, ବଡ କଥା ଗୋଟିଏ ସମ୍ପର୍କକୁ ଆଜୀବନ ତୁଲାଇବା ।
➡️ଝିଅ ଜନ୍ମ ହେଲେ କେହି ଖୁସି ହୁଅନ୍ତି ନାହିଁ କି ମିଠା ବାଣ୍ଟନ୍ତି ନାହିଁ,କିନ୍ତୁ ବୋହୁ ସୁନ୍ଦରୀ ମିଳୁ ବୋଲି ସାରା ସଂସାର ଖୋଜି ବୁଲନ୍ତି ।
➡️ସମ୍ମାନ ଏଭଳି ଗୋଟିଏ ଜିନିଷ,ଯଦି ଆପଣ ପାଇବାକୁ ଚାହୁଁଛନ୍ତି ତାହା ହେଲେ ପ୍ରଥମେ ଦେବା ଶିଖନ୍ତୁ ।
➡️ଜ୍ଞାନୀଙ୍କ ପାଇଁ ଜୀବନ ଗୋଟେ ସ୍ବପ୍ନ, ମୂର୍ଖଙ୍କ ପାଇଁ ଖେଳ, ଧନୀଙ୍କ ପାଇଁ Comedy ଓ ଗରିବଙ୍କ ପାଇଁ Tragedy ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ. ଜୟ ଜଗନ୍ନାଥ

Leave A Reply

Your email address will not be published.