ଆଜିର ରାଶିଫଳ

0 107

୯-୧-୨୦୨୪(ମଙ୍ଗଳବାର)ଧନୁ ଦି୨୫ନ, ପୌଷକୃଷ୍ଣ ତ୍ରୟୋଦଶୀ ଦ୪୦।୪ ରାଘ୧୦।୨୯,ଜ୍ୟେଷ୍ଠା ଦ୩୮।୨୫ ରାଘ୯।୪୯,ବିଛାଚନ୍ଦ୍ର ଦ୩୮।୨୫ ରାଘ୯।୪୯।ଯୋଗିନୀ ଦକ୍ଷିଣେ । ରାତ୍ରି ଘ୧୦।୨୯ ଗତେ ପଶ୍ଚିମେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୯।୪୯ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪୯ ଗତେ ଧନୁ ମକର ମୀନ ମିଥୁନ କର୍କଟ କନ୍ୟା ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି ।ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ମକରରାଶିର ଘାତବାର । ଦିବା ଘ୭।୪୮ ଗତେ ଘ୯।୯ ମଧ୍ୟେ ବାରବେଳା ।ଘ୧।୧୮ ଗତେ ଘ୨।୩୯ ମଧ୍ୟେ କାଳବେଳା । ରାତ୍ରି ଘ୭।୦ ଗତେ ଘ୮।୩୯ ମଧ୍ୟେ କାଳରାତ୍ରି । ମୃତେ ପାଦଦୋଷ । ଫଳଂ କୃଷି ହାନି, ଭୂମିଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୯।୪୯ ମଧ୍ୟେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ କୁଳଟା । ଗୋକାଞ୍ଚନ ପ୍ରବାଳ ରକ୍ତବସ୍ତ୍ର ଦାନ ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ବାଇଗଣ ଭକ୍ଷଣ ନିଷେଧ ।ଅମୃତ- ଦିବା ଘ୭।୧୫ ମଧ୍ୟେ ଘ୮।୩ ଗତେ ଘ୧୨।୩ ମଧ୍ୟେ ରାତ୍ରି ଘ୭।୪୫ ଗତେ ଘ୮।୩୩ ମଧ୍ୟେ ଘ୯।୨୧ ଗତେ ଘ୧୧।୪୫ ମଧ୍ୟେ ଘ୧।୨୧ ଗତେ ଘ୨।୫୭ ମଧ୍ୟେ ଘ୪।୩୩ ଗତେ ଘ୫।୨ ମଧ୍ୟେ । (ମାହେନ୍ଦ୍ର)- ରାତ୍ରି ଘ୭।୪୫ ମଧ୍ୟେ ।
ମେଷ:-ଦେବଦର୍ଶନର ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ଖ୍ୟାତି ବଢ଼ିବ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ।
ବୃଷ:-ଯେଉଁ କାମ କରିବାକୁ ଭାବିବେ ତାହା ମନପ୍ରାଣ ଢାଳି ପୂରା କରିଦେବେ। କୋର୍ଟ ମାମଲାରେ ଆପଣଙ୍କର ଜୟ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।
ମିଥୁନ:-ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।
କର୍କଟ:-ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।
ସିଂହ:-ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ବାକି କାମ ପୂରା ହେବ। ଖେଳାଳିମାନେ ନିଜର ହୃତଗୌରବ ଫେରି ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
କନ୍ୟା:-କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର କରିବା ପାଇଁ ଦିନଟି ଭଲ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ତୁଳା:-ଭାବିଥିବା ସବୁ କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଯାତାୟାତ ସମୟରେ ସାବ ଧାନତା ଅବଲମ୍ବନ କରନ୍ତୁ।
ବିଛା:-ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ।
ଧନୁ:-ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭର ଯୋଗ ରହିଛି। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ। ଛାତ୍ରଙ୍କ ମନ ନୂଆ କଥା ଶିଖିବାରେ ଆଗ୍ରହୀ ରହିବ।
ମକର:-ଆପଣଙ୍କୁ ପାରିବାରିକ ଦାୟିତ୍ବ ମିଳିପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
କୁମ୍ଭ:-ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁ ସହ ସମୟ କାଟିବେ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ମୀନ:-ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ।ରାଜନୀତିରେ ସଫଳତା ପାଇବେ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.