ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଡ. ଏ ଚେଲ୍ଲାକୁମାର

0 161

ଭୁବନେଶ୍ୱର,୧୯/୧୧(ଏସଏସନିୟୁଜ) ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମାହାଙ୍ଗା ଡବଲ୍ ମର୍ଡର ପରିବାର ବର୍ଗଙ୍କୁଭେଟିବାସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ ।ଏହାପରେ ବାଲେଶ୍ୱର ଗସ୍ତ କରିବେ । ୨୦ ତାରିଖରେ ଜଳେଶ୍ୱର,ବାଲିଆପାଳ ଓ ୨୧ରେ କଂଗ୍ରେସ ଭବନରେ ନେତାମାନଙ୍କ ସହ ବୈଠକରେ ଯୋଗ ଦେବାସହ ସେବାଦଳର ସଦ୍‌ଭାବନା ରାଲି ନେଇ ପ୍ରସ୍ତୁତି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.