Browsing category

ମହାନଗର

ଓକିଲସଂଘର ବାର୍ଷିକ ବଣଭୋଜି

କଟକ, ୧୨।୧(ଏସଏସନିଉଜ) ରବିବାର ଦିନ ଚୂଡଙ୍ଗ ନିକଟସ୍ଥ ମାସାରଙ୍ଗେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ବାରଙ୍ଗ ଓକିଲସଂଘର ବାର୍ଷିକ ବଣଭୋଜି ଓ ବନ୍ଧୁମିଳନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ହାଇକୋର୍ଟ ବାରଆସୋସିଏସନର ସଭାପତି ମନୋଜ କୁମାର ମିଶ୍ର, ସଂଘ ସଭାପତି ପ୍ରଭାତ କୁମାର ଲେଙ୍କା, ଉପ-ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ବସ୍ତିଆ, ପ୍ରମୋଦ କୁମାର ଦାସ ସୁଶ୍ରୀ ପିଙ୍କି ଜେନା, ରୋହନ ଜେନା, ଅକ୍ଷୟ କୁମାର ପତି, ସୁବର୍ଣ୍ଣ କେଶରୀ […]

ପୋଖରୀ ଭିତରୁ ଷଣ୍ଢ ଉଦ୍ଧାର

କଟକ, ୧୨।୧(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପଦ୍ମନାଭନଗର ନିକଟରେ ଥିବା ଏକ ଘରୋଇ ଆପାର୍ଟମେଣ୍ଟର କଡ଼ରେ ଥିବା ଏକ ପୋଖରୀରେ ପଡ଼ି ଷଣ୍ଢ ଗୁରୁତର ଆହତ ହୋଇଛି। ପ୍ରକାଶଯେ,ସୋମବାର ଦିନ ସକାଳୁ ଷଣ୍ଢଟି ଖାଦ୍ୟ ଅନ୍ୱେଷଣରେ ପୋଖରୀ ଭିତରକୁ ପଶିଯାଇଥିଲା। ପୋଖରୀ ଭିତରେ ପ୍ରବଳ ପଙ୍କକାଦୁଅ ହୋଇଥିବାରୁ ଷଣ୍ଢଟି ପୋଖରୀ ଭିତରୁ ଉଠି ନପାରି ଫସି ରହିଥିଲା। ଏହାଦେଖି ସ୍ଥାନୀୟ ଲୋକମାନେ ଷଣ୍ଢଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ […]

୨୦୦ରବିବାର ପକ୍ଷୀ ପଦଯାତ୍ରା

ଭୁବନେଶ୍ୱର,୧୨ା୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆରମ୍ଭ ହୋଇଥିବା ରବିବାର ପକ୍ଷୀ ପଦଯାତ୍ରା ୨୦୦ ରବିବାରରେ ପହଁଚିଛି ।ଏହି ପଦଯାତ୍ରା ପ୍ରତି ରବିବାରଦିନ ହୋଇଥାଏାପକ୍ଷୀମାନଙ୍କ ବିଷୟରେ ଜାଣିବା, ଚିହ୍ନିବା,ସଂରକ୍ଷଣ ଓ ସେମାନଙ୍କ ଆବଶ୍ୟକତାର ଶିକ୍ଷାନେବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଛି । ୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ୬ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିବା ଶିକ୍ଷା ଭିତିକ ସାପ୍ତାହିକ ରବିବାର ପକ୍ଷୀପଦ ଯାତ୍ରା କାର୍ଯ୍ୟକ୍ରମରେ ସମୁଦାୟ ୬୦୦ରୁ ଅଧିକ ପକ୍ଷୀପ୍ରେମୀ, ଛାତ୍ର, ଗବେଷକ ଏବଂ ପ୍ରକୃତି ପ୍ରେମୀ ଅଂଶଗ୍ରହଣ କରିସାରିଲେଣି ।୨୦୦ […]

ଗାଡି ଚାଳକଙ୍କ ପାଇଁ ବଡଖବର

ଭୁବନେଶ୍ୱର,୧୨।୧(ଏସଏସନିଉଜ)ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ଓ ମୋଟର ଯାନ ଆଇନ ଅନୁଯାୟୀ ‎ପ୍ରଦୂଷଣ ଯାଞ୍ଚ ବାଧ୍ୟତାମୂଳକ ଓ ଏଥିପାଇ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହଭିତରେ ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ ‎କରୁଛନ୍ତି।ଏ ଦିଗରେ ସଚେତନତା […]

ପୁଣି ଆମ ବସରେ ଲାଗିଲା ନିଆଁ

ଭୁବନେଶ୍ବର,୧୧।୧(ଏସଏସନିଉଜ) ବିବାଦ ଆମ ବସର ପିଛା ଛାଡୁନି।ପୁଣିଥରେ ଆମ ବସରେ ନିଆଁ ଲାଗିଛି। ପଟିଆରେ ଥିବା ଏକ ବସ୍ ଡିପୋରେ ବସରେ ଅଗ୍ନିକାଣ୍ଡ ଘଟିଛି ।ଯାହାଫଳରେ ଅଞ୍ଚଳରେ ଧୂଆଁମୟ ହୋଇଯାଇ ଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି । ତେବେ କେଉଁ କାରଣରୁ ବସରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

ମେଣ୍ଢାଶାଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସବ୍

ମେଣ୍ଢାଶାଳ,୧୧।୧(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୭ତମ ବାର୍ଷିକ ଉସବ୍ ଶନିବାର ଅନୁଷ୍ଟିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସମାରୋହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିରେନ୍ଦ୍ର କୋରକେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା,ସରମ୍ପଚ କୌଶଲ୍ୟା ବଳିଆରସିଂ,ଆଲୁମନି କମିଟି ସଭାପତି ସନ୍ତୋଷ କୁମାର ରାୟ,ପୂର୍ବତନ ସରପଂଚ ଭାରତ ଚନ୍ଦ୍ର ରାଉତରାୟ,ପ୍ରଫୁଲ୍ଲ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ମହାପାତ୍ର,ସୁରେନ୍ଦ୍ର ସାମନ୍ତରାୟ,ଧିରେନ୍ ସିଂ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ଭାସ୍କର ଚନ୍ଦ୍ର ସୁବୁଦ୍ଧି ଓ ଜିଲ୍ଲା […]

ଚୋରିକରି ବନ୍ଧାହେଲେ ଯୁବକ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ଚନ୍ଦକା ଥାନା ମେଣ୍ଢାଶାଳ ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ଭିତରେ ସଟରିଂ ପାଇପି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତଳେଶ୍ୱର୍ ଗ୍ରାମର ମିଟୁ ଗିରି (୨୬)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ , ଶନିବାର ଦିନ ଦୁଇପହରରେ କିଛି ଅସାମାଜିକ ବ୍ୟକ୍ତି ସଟରିଂ ପାଇପ୍ ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ଫାଣ୍ଡି ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ରେ ପ୍ରବେଶ କରିଥିଲେ । […]

ଦେଶୀ ମଦ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୧୦ା୧(ଏସଏସନିଉଜ) ଦାମୀ ଗାଡ଼ିରେ ଦେଶୀମଦ ଚୋରାଚାଲାଣ ହେଉଥିବାବେଳେ ମାଡ଼ି ବସିଲା ଚନ୍ଦକା ଥାନା ପୋଲିସ। ସେମାନଙ୍କଠାରୁ ଏକକାର ଜବତ ସହିତ ଏକ ମାରଣାସ୍ତ୍ର ଜବତ କରି ଦୁଇମହିଳାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଉକ୍ତଥାନା ଅଧୀନରେ ସିମିଳିପାଟଣା ଅଞ୍ଚଳର ମିତାଭୋଇ (୨୪) ଓ ମାନିଭୋଇ(୫୦) ବୋଲି ସୂଚନା ମିଳିଛି । ଏବଂ ଘଟଣା ସ୍ଥଳରୁ ଗାଡ଼ିକୁ ଛାଡି ଦୁଇଜଣବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି । ସୂଚନାଯୋଗ୍ୟଯେ , ଶନିବାରଦିନ ଚନ୍ଦକା ପୋଲିସ ଦିନ ୧୧ […]

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା […]

ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳା ଉଦଘାଟିତ

କଟକ,୮।୧(ଏସଏସନିଉଜ) ଚାଷକାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷୀଙ୍କ କଷ୍ଟ କମିବ ଓ ଉତ୍ପାଦ ବୃଦ୍ଧି ପାଇବ । କଟକ ବାଲିଯାତ୍ରା ପଡିଆରେ ଶୁକ୍ରବାର ଦିନ ଉଦଘାଟିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କଟକସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବାକୁ ପ୍ରୋତ୍ସାହିତ କରିଥିଲେ । ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଅଧିକ ଦୃଢ […]