ଭୁବନେଶ୍ଵର,୧।୫(ଏସଏସନିୟୁଜ)ସୁରୁଖୁରୁରେ ସରିଲା ଯୁକ୍ତ ଦୁଇ ଖାତା ଦେଖା।ଯୁକ୍ତଦୁଇ କଳା, ବିଜ୍ଞାନ,ବାଣିଜ୍ୟ ଖାତା ଦେଖା ସରିଛି।ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୮୧୬ ପରୀକ୍ଷାର୍ଥୀ। ଚଳିତମାସ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇପାରେ ରେଜଲ୍ଟ।