ଆଜିର ଅନୁଚିନ୍ତା

ତାରିଖ - ୦୬:୦୭:୨୦୨୧ (ମଙ୍ଗଳବାର)

0 575

?ଯିଏ ଶୀଘ୍ର କ୍ଷମା ମାଗିନିଏ ସେ ସବୁଠାରୁ ବଡ଼ ସାହସୀ,
ଯିଏ ଶୀଘ୍ର କ୍ଷମା କରିଦିଏ ସେ ସବୁଠାରୁ ଅଧିକ ବଳବାନ;ଆଉ ଯିଏ ଶୀଘ୍ର ପଛକଥା ଭୁଲିଯାଏ,ସେ ହିଁ ସବୁଠାରୁ ବଡ଼ ସୁଖୀ ।
? ସମୟ_ କଥା କହିପାରିନଥାଏ ନାହିଁ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର କହିଦେଇଥାଏ ।
?ବେଶି ଭଲପାଉଥିବା ଲୋକୋଠାରୁ ଟିକେ ଆଘାତ ପାଇଲେ, କେବଳ ଆଖିରୁ ନୁହେଁ ହୃଦୟରୁ ବି ଲୁହ ଝରିପଡ଼େ ।
?ସଫଳ ହେବାର ଉପାୟ କଣ ଜଣାନାହିଁ, କିନ୍ତୁ ବ୍ୟର୍ଥ ହେବାର ଚାବିକାଠି ହେଉଛି ସମସ୍ତଙ୍କୁ ଖୁସି ଦେବାକୁ ଚେଷ୍ଟା କରିବା ।କାଗଜ କାନ୍ଦେ ନାହିଁ ସତ କିନ୍ତୁ କନ୍ଦେଇଁ ଦିଏ ।
ସେ _LOVE_ ଲେଟର ହେଉ ଅବା,Medical ରିପୋଟ ।
ଶୁଭ ସକାଳଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.ଜୟ ଜଗନ୍ନାଥ

Leave A Reply

Your email address will not be published.