ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

0 295

ପୁରୀ,୫/୭(ଏସଏସନିୟୁଜ) ଅନିୟମିତତା ଓ ଅବହେଳା ଅଭିଯୋଗରେ ନିମାପଡ଼ାଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମିଶ୍ର ନିଲମ୍ବିତ ହୋଇଛନ୍ତି । ମିଶନ ଶକ୍ତିର ମୁକ୍ତା ଯୋଜନା କାର୍ଯ୍ୟକାରିତାରେ ଶଶିଭୂଷଣ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ଏହାସହ ନିମାପଡ଼ା ଏନଏସିର ସହକାରୀ ଯନ୍ତ୍ରୀ ସୁଧାକର ଦାଶଙ୍କୁ ପ୍ରାଶାସନିକ କାରଣରୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଗଞ୍ଜାମ କୋଦଳା ଏସଏସିର ଜେଇ ଯତୀନ୍ଦ୍ର ବେହେରା ନିମାପଡ଼ାରେ ନିଯୁକ୍ତ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.