ଆଜିର ଅନୁଚିନ୍ତା

ତାରିଖ - ୨୬:୦୯:୨୦୨୧ (ରବିବାର)

0 222

🦋ଆଜି ଦିନରେ ଲୋକଙ୍କ ପାଖରେ ଅର୍ଥର ଅଭାବ ନାହିଁ,ଘରର ଅଭାବ ନାହିଁ,ଖାଦ୍ୟର ଅଭାବ ନାହିଁ ମଣିଷ ର ଅଭାବ ନାହିଁ,” ତଥାପି ମଣିଷ ପାଖରେ ସୁଖ ନାହିଁ ।” କାରଣ “ଏବେ ମଣିଷ ପାଖରେ ଭଲପାଇବାର ଅଭାବ ସହନଶୀଳତା ର ଅଭାବ” ଆଉ “ମଣିଷପଣିଆ ର ଅଭାବ ।
🦋ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି ।
🦋ଜୀବନରେ ଗୋଟିଏ କଥା ସବୁବେଳେ ମନେରଖିଥିବେ ସହିବାର ଶକ୍ତି ଯେଉଁ ମଣିଷ ପାଖରେ ଅଛି ତାକୁ ଦୁନିଆ କେବେ ହରାଇ ପାରେ ନାହିଁ ।
🦋ଏକ ନାସ୍ତିକ ମନ କେବେ ଆସ୍ତିକର ପଥ ଖୋଜିପାଇ ପାରେନା । ଏକ ଜଟିଳ ମନ କେବେ ସରଳ ମନର ଆନନ୍ଦ ଉପଲବଧି କରିପାରେନା । ଏକ ବିକୃତ ମସ୍ତିଷ୍କ କେବେ ଉତ୍ଫୁଲ୍ଲିତ ମନର ସୁରମ୍ୟ ପ୍ରାସାଦ ଗଢିପାରେନା ।
🦋ଏ ଦୁନିଆରେ ଭଲ ମଣିଷର କୌଣସି Value ନାହିଁ Value ଅଛି କେବଳ ରୂପ ଆଉ ଟଙ୍କାର ।
.🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏 ଶୁଭ ସକାଳ ଆଜି ରବିବାର ଅନନ୍ତ ବ୍ରତ ଓ ଅଘୋର ଚତୁର୍ଦ୍ଦଶୀ ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ, ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ🙏

Leave A Reply

Your email address will not be published.