ଆଜିର ଅନୁଚିନ୍ତା

0 208

ତାରିଖ – ୦୫:୧୦:୨୦୨୧ (ମଙ୍ଗଳବାର)
🦋ପ୍ରକୃତରେ ” ନିଦ ” ଆଉ ” ମୃତ୍ୟୁ ” ଭାଇ ଭାଇ ହୋଇଥାନ୍ତି , ହେଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୋଟିଏ
●ନିଦ ଭାଙ୍ଗିଲେ ‘ ସକାଳ ଆଉ● ନଭାଙ୍ଗିଲେ ‘ ପରକାଳ  !

🦋ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ଦୂରେଇ ରୁହନ୍ତୁ , ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ପୃଥିବୀରେ ଜଣେ ଅତିଥି , ମାଲିକ ନୁହେଁ ।

🦋ବଜାରରୁ ସବୁକିଛି ମିଳିଯାଏ କିନ୍ତୁ ମାଆ ଭଳି ବୃକ୍ଷ ଓ ବାପାଙ୍କ ଭଳି ଛାୟା କେବେ ମିଳେ ନାହିଁ ।

🦋ସମୟ କଥା କହିପାରି ନଥାଏ ସତ , କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ଏହା ନିଶ୍ଚୟ କହି ଦେଇଥାଏ ।

🦋ଭୟ ଠାରୁ ବଡ Virus ଦୁନିଆରେ କିଛି ନାହିଁ ଆଉ ସାହସ ଠାରୁ ବଡ Vaccine ମଧ୍ୟ କୋଉଠି ମିଳିବ ନାହିଁ ।

ଶୁଭ ସକାଳ🌞ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !🙏🏻 ଜୟ ଜଗନ୍ନାଥ🙏🏻

Leave A Reply

Your email address will not be published.