ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ

0 296

କଟକ,୧୨/୪(ଏସ୍‌ଏସ୍‌ନିୟୁଜ) ଫେରାର ଥିବା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ସଲ୍ଲୁ ଓରଫ୍ ୟାକୁବ ଖାନ୍ ଆତ୍ମସମର୍ପଣ କରିଛି । ଏସସିବିରେ ହାଇଦର ଚିକିସ୍‌ାଧିନ ଥିବାବେଳେ ସେ ତାଙ୍କୁ ଭେଟୁଥିବା ସହ ବିରିୟାନୀ ଖାଇବାକୁ ଦେଇଥିବାର ପୋଲିସ ଆଗରେ ସ୍ୱିକାର କରିବା ସହ ପୋଲସିକୁ ସହଯୋଗ କାରିବାକୁ କହିଥିବାର ଜଣାପଡିଛି ।ତେବେ ଏହାମଧ୍ୟରେ ୩୬ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ ହାଇଦର ସମ୍ପର୍କରେ କୈଣସି ତଥ୍ୟ ପାଇନଥିବାର ଜଣାପଡିଛି । ହାଇଦରକୁ ଧରିବାପାଇଁ ପୋଲିସ ବଡ଼ ଧରଣର ଅପରେସନ ଆରମ୍ଭ କରିଛି ।

Leave A Reply

Your email address will not be published.