ବଦଳିଲେ ଆଇଆଇସି, ବାର୍‌ରୁ ଜବତହେଲା ମଦ ଓ ନକଲି ଟଙ୍କା

0 273

ଭୁବନେଶ୍ୱର, ୨୨/୦(ଏସ ଏସ ନିୟୁଜ) ସାଉଥ ସିଟିବାର ଭିତରୁ ମିଳିଲା ନକଲି ଟଙ୍କା ଓ ବିପୁଳ ପରିମାଣର ମଦ । କୋଭିଡ୍ ନିୟମ ଉଲ୍ଲଂଘନ କରି ବିନା ଲାଇସେନ୍ସରେ ବାର୍ ଚାଲିଥିବାବେଳେ ପୋଲିସ ଚଢଉ କରିଥିଲା ।ସେହିଭଳିଭାବେ ମନୀଷ ଅନୁରାଗ ହତ୍ୟା ମାମଲାରେ ତମାଣ୍ଡୋ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସ୍‌କୁ ବଦଳି ହୋଇଥିବାର ଜଣାପଡଛି । ହୋଟେଲ ମାଲିକ ଓ କନେଷ୍ଟବଳ ପ୍ରସନ୍ନ ବେହରା ଅଟକ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.