ନିଶା ବେପାରୀ ଘରୁ ମିଳିଲା ସାଢ଼େ ୮କିଲୋ ସୁନା ସହ ୭୫ ଲକ୍ଷ ଟଙ୍କା

0 233

ଗଂଜାମ, ୨୨/୦(ଏସ ଏସ ନିୟୁଜ) ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଦାଣ୍ଡ ସାହିର ଖୋଜାପାଲିରୁ ୮କିଲୋ ୫୯୬ ଗ୍ରାମ ସୁନା ଅଳଙ୍କାର, ନଗଦ ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କିଲୋ ୯୪ ଗ୍ରାମ ଗଂଜେଇ ଓ ୧୦କିଲୋ ଅଫିମ ଜବତ କରିଛି । ଭେଜିପୁଟ ଫାଣ୍ଡି ପୋଲିସ ବିଶେଷସୁତ୍ରରୁ ଖବରପାଇବାପରେ ମିଳିତଭାବେ ଚଢଉ ହୋଇଥିଲା । ଚଢ଼ଉ ସମୟରେ ରଜନୀକାନ୍ତ ପଟ୍ଟନାୟକ ଘରୁ ଏହା ଜବତ ହବାସହ ରଜନୀକାନ୍ତ ନାଁରେ ଏନ୍‌ଡିପିଏସ୍ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି।

Leave A Reply

Your email address will not be published.