ବଦଳିଲେ ଟୁଇନ୍‌ସିଟି ପୋଲିସ କମିସନର

0 283

ଭୁବନେଶ୍ୱର,୮/୩(ସତ୍ୟସନ୍ଧାନ ଡେସ୍କ)୧୯୯୫ବ୍ୟାଚ ଆଇପିଏସ ସୈାମେନ୍ଦ୍ରକୁମାର ପ୍ରିୟଦର୍ଶୀ ଟୁଇନସିଟିର ହେଲେ ନୁଆ ପୋଲସି କମିସନର ।୧୯୯୦ର ଆଇପିଏସ ସୁଶାଂଶୁଷଡଙ୍ଗୀଙ୍କୁ ବଦଳି କରାଯାଇ ପୋଲିସ ଗୃହନିର୍ମାଣର ସିଏମଡି ଭାବେ ଅବସ୍ଥାପିତ କରାଯାଇଛି ।ସେହିଭଳିଭାବେ ୧୯୮୮ବ୍ୟାଚ ଆଇପିଏସ ଏମ୍ ଅକ୍ଷୟ ହେଲେ ଅଗ୍ନିଶମ ଡିଜି ।ତେବେ ସୈାମେନ୍ଦ୍ରକୁମାର ପ୍ରିୟଦର୍ଶୀ ସୋମବାର ଦିନ ଦାୟିତ୍ୱ ନେବେ ବୋଲି ଜଣାପଡିଛି ।

 

Leave A Reply

Your email address will not be published.