ବଢୁଛି କରୋନା

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଆସିଲା ଜରୁରୀ ଚିଠି

0 94

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଦୀର୍ଘଦିନର ବ୍ୟବଦାନପରେ ମହାମାରୀ କରୋନା ପୁଣି ତାର କାୟା ମେଲାଇବା ଆରମ୍ଭ କରିଛି । ସଂକ୍ରମଣଙ୍କ ସଂଖ୍ୟା ଧିରେଧିରେ ବିଭିର୍ଣ ରାଜ୍ୟରେ ବୃଦ୍ଧିପାଉଥିବାରୁ ସମସ୍ତଙ୍କୁ ସଜାଗ ରହିବାକୁ କେନ୍ଦ୍ର ସରକାର ସଜାଗ କରାଇଛନ୍ତି ।ଏହାସହ ସମସ୍ତ ରାଜ୍ୟକୁ ଚିଠି ଲେଖି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଭେଲାନ୍ସ, ଟେଷ୍ଟିଂ ଓ ପ୍ରସ୍ତୁତି ବଢାଇବାସହ ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।ଏହାସହ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । କୌଣସି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଲେ ଘରୋଇ ସଂଗରୋଧ(ହୋମ୍ କ୍ୱାରାଣ୍ଟାଇନ)ରେ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.