ବାଘଛାଲ୍ ବିକ୍ରି ପାଇଁ ଡିଲ୍ ବେଲେ ଧରିଲା ଏସଟିଏଫ

0 129

ବାରିପଦା,୧୪/୧୨(ଏସଏସନିଉଜ)ଶିକାରୀମାନେ ଏବେ ଶିମିଳିପାଳକୁ ଟାର୍ଗେଟ କରିଛନ୍ତି ।ହାତୀପରେ ଏବେ ମହାବଳବାଘ ଶିକାର କରିବାକୁ ପଛାଇନାହାନ୍ତି । ବାରିପଦା ବନଖଣ୍ଡ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ମହାବଳ ବାଘ ଚମଡ଼ା କୁ ଜବତକରିଛି ମୟୂରଭଞ୍ଜ ଏସଟିଏଫ ଟିମ । ବାଘଛାଲ୍ ବିକ୍ରି ପାଇଁ ଡିଲ୍ ବେଲେ ୫ଲକ୍ଷ ଟଙ୍କାରେ ମୁଲଚାଲ ହୋଇଥିବାବେଳେ ଶ୍ରୀଦାମଚନ୍ଦ୍ରପୁରର ଫାଗୁ ହାଁସଦାକୁ ମଧ୍ୟ ଗିରଫ କରାଯାଇଛି। ୭ ଫୁଟ ଲମ୍ବ ଓ ୩ ଫୁଟ ଚଉଡ଼ାର ଜବତହୋଇଥିବା ବାଘଛାଲର ଆନୁମାନିକ ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.