ଗିରଫ ହେଲେ ୩ବନକର୍ମଚାରୀ

0 130

ଭୁବନେଶ୍ୱର,୧୪/୧୨(ଏସଏସନିଉଜ)ଶିମିଳିପାଳରେ ହାତୀକୁ ମାରି ପୋଡ଼ିଦେବା ଘଟଣାରେ ୩ଜଣଗିରଫ ହୋଇଛନ୍ତି । ଏତଲା ଦିଆଯାଇଥିବା ୩ବନକର୍ମଚାରୀଙ୍କୁ ଗିରଫ କରିଛି ବନବିଭାଗ। ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ ଜେନାବିଲ ରେଞ୍ଜର ଶଙ୍କର ସାମଲ ,ଫରେଷ୍ଟର ଚନ୍ଦ୍ରଭାନୁ ବେହେରା , ଫରେଷ୍ଟ ଗାର୍ଡ ବିନୋଦ ଦାସ ଗିରଫ ହୋଇଛନ୍ତି। ପୂର୍ବରୁ ୩ କର୍ମଚାରୀଙ୍କୁ ନିଲମ୍ବନ କରିଥିଲା ବନବିଭାଗ ।

 

Leave A Reply

Your email address will not be published.