ଗ୍ରାମବାସୀଙ୍କ ହାତରେ ଧରାପଡିଲା ଯୁବକ

0 118

ଭବାନୀପାଟଣା,୧୪/୧୨(ଏସଏସନିଉଜ) ନକଲି ନୋଟ୍ ସହ ଯୁବକଙ୍କୁ ଧରିଲେ ଗ୍ରାମବାସୀ। ସଦର ଥାନା ଦେପୁର ସାପ୍ତାହିକ ହାଟରୁ ଯୁବକ ଜଣକ ଧରାପଡ଼ିଛନ୍ତି। ତାଙ୍କଠାରୁ ୪ଟି ଶହେଟଙ୍କିଆ , ଗୋଟିଏ ୫ଶହ ଟଙ୍କିଆ ନୋଟ୍ ଜବତ ହୋଇଛି। ନକଲି ନୋଟ୍ ପଛରେ ଗ୍ୟାଙ୍ଗର ସଂପୃକ୍ତି ଥିବାର ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.