ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ଦୁର୍ଗାପୂଜା ଭସାଣରେ ଡିଜେ ବାଜିବନି।ଭସାଣୀରେ ଲେଜର ଲାଇଟ୍ ଓ ବାଣ ଫୁଟାଇବା ମନା।କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣି।ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।

Prev Post
Next Post