ବାରଣ ସତ୍ତ୍ୱେ ଫୁଟିଲାବାଣ

0 147

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ବାରଣ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ। ଦୀପାବଳି ଅବସରରେ ଏଠାରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲେ ସୁୂଦ୍ଧା ଦିଲ୍ଲୀବାସୀ ଏହି ନିୟମକୁ ଉଲ୍ଲଙ୍ଘନ କରିଛନ୍ତି। ଖୋଲାଖୋଲି ଭାବେ ପ୍ରବଳ ବାଣ ଫୁଟାଇଛନ୍ତି। ଫଳରେ ଦିଲ୍ଲୀ ସମେତ ଅନେକ ସହରର ବାୟୁ ବିଷାକ୍ତ ହୋଇପଡିଛି । ବାଣ ଫୁଟିବା ଫଳରେ ପ୍ରଦୂଷଣ ସ୍ତର ଆହୁରି ଖରାପ ହୋଇଯାଇଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ତଳସ୍ତରକୁ ଖସି ଆସିଛି।

Leave A Reply

Your email address will not be published.