ହାଇସ୍କୁଲରେ ଗୁଳି!

0 152

ଭୁବନେଶ୍ୱର,୨୫/୧୦(ଏସଏସ ନିଉଜ)ଆମେରିକାର ଏକ ହାଇସ୍କୁଲରେ ଗୁଳିକାଣ୍ଡ ଯୋଗୁ ୨ଜଣ ମୃତ ଓ ୬ଜଣ ଆହତ ହୋଉଛନ୍ତି।ମସୌରିସ୍ଥିତ ସେଣ୍ଟ ଲୁଇସ ହାଇସ୍କୁଲରେ ବନ୍ଧୁକଧାରୀର ଆଖିବୁଜା ଫାୟାରିଂ , ସ୍କୁଲ ପରିସରରେ ବନ୍ଧୁକଧାରୀକୁ ଗୁଳି କରି ହତ୍ୟା , ଆକ୍ରମଣର କାରଣ ଅସ୍ପଷ୍ଟ!

Leave A Reply

Your email address will not be published.