ବନ୍ଧାହେଲେ ଅଭିନେତା

ଭୁବନେଶ୍ବର,୨୬ା୧୨(ଏସଏସନିଉଜ) ବ୍ଲକିଂବେଳେ ପୁଲିସକୁ ଆକ୍ରମଣକରିବା ଘଟଣାରେ ଭରତପୁରଥାନା ପୋଲିସ ଅଭିନେତା ବିରଞ୍ଚିନାରାୟଣନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ବିଳମ୍ଭିତରାତିରେ ବିରଞ୍ଚି କାର ଯୋଗେ ଫେରୁଥିବାବେଳେ ଷ୍ଟୁଡିଓ ଛକ ନିକଟରେ ପୋଲିସ ଅଟକାଇଥିଲା ।କାରକୁ ଯାଂଚ କରିବାକୁ କହିବାରୁ ସେ ପୋଲିସକୁ ଅସହଯୋଗ କରିବା ସହ କାରରୁ ଓହ୍ଲାଇନଥିଲେ ।କିଚିସମୟପରେ କାରରୁ ଓହ୍ଲାଇ ପୁଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।ଏହିଘଟଣାରେ ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବାସହ ଏକ ମାମଲା ରୁଜୁକରି ତାଙ୍କୁ କୋର୍ଟଚାଲାଣ କରିଛି।

 

 

- Advertisement -

Leave A Reply

Your email address will not be published.