ବିଏସଏନଏଲ ଖୋଳିଥିବା ଗାତରେ ପଡି ଷଣ୍ଢ ମୃତ

0 206

ଚନ୍ଦ୍ରଶେଖରପୁର,,୪/୮(ଏସ ଏସ ନିୟୁଜ)ଉତ୍ତର ଭୁବନେଶ୍ୱର କଳାରାହାଙ୍ଗ ଧବଳେଶ୍ୱର ଗଡା ଟ୍ରେନ ଲେବେଲ କ୍ରସିଂ ପାଖରେ ଆଜି ସକାଳେ ଏକ ଷଣ୍ଢ ଅଣଓସାରିଆ ଗାତରେ ପଶି ଥିବା ଲୋକେ ଦେଖିଥିଲେ | ତେବେ ଲୋକେ ଷଣ୍ଢଟିକୁ ଉଦ୍ଧାର କରିବାକୁ ଯାଇ ଦେଖିଲେ ଯେ ତାର ମୃତ୍ୟୁ ହେଇ ଯାଇଛି | ଲୋକେ ଅନୁମାନ କରୁଛନ୍ତିକି ଷଣ୍ଢ ଷଣ୍ଢ ଭିତରେ ମାରାମରି ହେଇ ଭାରସାମ୍ୟ ହରାଇ ଷଣ୍ଢଟି ଗାତରେ ପଡ଼ି ଯାଇଥାଇ ପରେ | କଳାରାହାଙ୍ଗ ନାୟାବ ସରପଞ୍ଚ ନିବାସ ମହାଭୋଇ ଓ ଅନ୍ୟ ମାନେ ମିଶି ଉକ୍ତ ମୃତ ଷଣ୍ଢଟିର ସେହିଠାରେ ଶବ ସତ୍କାର କରିଥିବା ନେଇ ନିବାସ ସୂଚନା ଦେଇଛନ୍ତି |

Leave A Reply

Your email address will not be published.