ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍

0 134

ଗଞ୍ଜାମ,୧୭ା୩(ଏସଏସନିଉଜ)ବାଙ୍କେଶ୍ୱରୀଘାଟିରେ ଓଲଟିପଡିଛି ପିକ୍ଅପ୍ ଭ୍ୟାନ୍ । ଏହି ଦୁର୍ଘଟଣାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଗଞ୍ଜାମଜିଲ୍ଲା ଗଡ଼ଗୋବିନ୍ଦପୁରପଞ୍ଚାୟତ ଧାନରାଶିରୁ ମାବାଙ୍କେଶ୍ୱରୀଙ୍କ ଦର୍ଶନକରିବା ପାଇଁ ପିକଅପଭ୍ୟାନ୍ ଯୋଗେ ପାହାଡ଼କୁ ଯାଉଥିଲେ । ପାହାଡ଼କୁ ଗାଡି ଚଢୁଥିବାବେଳେ ହଠାତ ଭାରସାମ୍ୟହରାଇ ଗାଡିଟି ଓଲଟି ପଡିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ାପାଇଁ ଡାକ୍ତଖାନାରେ ସ୍ଥାନୀୟ ଲୋକମାନେ ପଠାଇଛନ୍ତି ।

Leave A Reply

Your email address will not be published.