ଘାରିଲା ଅଜଣା ଜନ୍ତୁଭୟ

0 185

ଜଗତସିଂହପୁର,୧୭ା୩(ଏସଏସନିଉଜ) ଜଗତସିଂହପୁରରେ ପୁଣି ମେଣ୍ଢାମଡକ ଦେଖାଦେଇଛି। ଘାରିଛି ଅଜଣାଜନ୍ତୁ ଭୟ । ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବିରିଡିଥାନା ସଂଖାରୀସାହିଗାଁରେ ପୁଣି ମେଣ୍ଢାମଡକ ଦେଖାଦେଇଛି । ଗୁରୁବାର ରାତିରେ ଗାଁର ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ଥିବା ୧୫ଟି ମେଣ୍ଢାଙ୍କର ତଣ୍ଟି କଟାଯାଇଥିବା ବେଳେ ମୃତ୍ୟୁର ପ୍ରକୃତକାରଣ ଜଣାପଡିନାହିଁ ।ତେବେ ଅଜଣାଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.