ବାପାମାଆ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ !

0 52

କେନ୍ଦ୍ରାପଡ଼ା ,୩ା୩(ଏସଏସନିଉଜ) ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।ବାପା, ମାଆ ଓ ୨୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି ।ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଏହିଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ।ବାପାର ମୃତଦେହ ଘର ବାହାରପଟୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଘର ଭିତରେ ପଡ଼ିଥିଲା ମାଆ ଓ ପୁଅଙ୍କ ମୃତଦେହ ।ମୃତ୍ୟୁର କାରଣ ଅସ୍ପଷ୍ଟ, ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତଆରମ୍ଭ କରିଛି ।

Leave A Reply

Your email address will not be published.