ଭୁବନେଶ୍ୱର,୧୬ା୪(ଏସଏସନିଉଜ) ପିଏମ୍ ଆବାସରେ ଘରବଣ୍ଟା ବିଳମ୍ବକୁ ନେଇ ବିଜେପି ରାଜ୍ୟସରକାରଙ୍କୁ ସମାଲୋଚନା କରିଛି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପିନେତା ପୃଥ୍ୱୀରାଜ ହରିଚନ୍ଦନ ।ରାଜ୍ୟକୁ ଆସିଥିବା ୯.୫୯ ଲକ୍ଷ ଆବାସ ବଣ୍ଟା ନହୋଇ ପଡ଼ିରହିଛିାଅଯୋଗ୍ୟ ଲୋକଙ୍କଠୁ ବିଜେଡ଼ିନେତା ୨୦ହଜାର ଲେଖାଏଁ ନେଇଛନ୍ତି!ତେଣୁ ତାଙ୍କନାଁ କାଟି ପାରୁନାହାନ୍ତିା ଯେଉଁଥିପାଇଁ ଘରନବାଣ୍ଟି ସମୟ ଗଡାଉଛନ୍ତିାଇଛାଶକ୍ତି ଥିଲେ ୧୫ଦିନରେ ତାଲିକାକରି ଘରବାଣ୍ଟନ୍ତୁାବର୍ଷାଦିନପୂର୍ବରୁ କାର୍ୟ୍ୟାଦେଶସାରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ ବୋଲି ହରିଚନ୍ଦନ କହିଛନ୍ତି ।
