ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ

ନୂଆପଡ଼ା, ୧୬ା୪(ଏସଏସନିଉଜ) ଧରମବନ୍ଧାସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଥିବାବେଳେ ରବିବାର ସକାଳୁ କଲରାପତରିଆବାଘଟି ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି। ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବାବେଳେ ବାଘଟି ଅସୁସ୍ଥ ଥିବାର ଲୋକେ ଅନୁମାନ କରିବା ସହ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ ।ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିବା ଜଣାଯାଇଛି।

.

- Advertisement -

Leave A Reply

Your email address will not be published.