ବାସୁଦେବଙ୍କ ପୀଠରେ ଭଜନମେଳା

ବାରଙ୍ଗ,୭।୧ (ଏସଏସନିଉଜ) ମେଣ୍ଢାଶାଳଗ୍ରାମର ଆରାଧ୍ୟ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ସାମ୍ବତ୍ସରିକ ପୁଷ୍ୟାଭିଷେକ ଭଜନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେଆଖପାଖ ଗାଁର ଭଜନମଣ୍ଡଳୀ ଯୋଗଦେଇ ଭଜନ ପରିବେଷଣ କରିଥିଲେ । ବିଳମ୍ଭିତ ରାତିପର୍ଯ୍ୟନ୍ତ ଏହି ଭଜନ ଚାଲିଥିବାବେଳେ ଗ୍ରାମବାସୀମାନେ ରାତି ଉଜାଗର ରହି ଏହାକୁ ଉପଭୋଗ କରିଥିଲେ ।ବୃନ୍ଦାବନପରିଡା. ପବିତ୍ର ବଳିୟାରସିଂହ.ରମେଶ ଚନ୍ଦ୍ର ପରିଡା.ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନ.ବୀରକିଶୋର ବିଶ୍ୱାଳ. ରବି ପରିଡା. ବିଭୁତି ପରିଡା.ପ୍ରାଣକୃଷ୍ଣ ମହାରଣା.ସତ୍ୟନାରାୟଣ ସାମନ୍ତରାୟ. ହିମାଂଶୁ ଶେଖର ସାମନ୍ତରାୟ.ସମ୍ଭୁନାଥ ବେହେରା.ସନାତନ ପଟ୍ଟନାୟକ. ସନାତନ ବାରିକ. ଭାବଗ୍ରାହୀ ମହାରଣା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.