ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ

0 100

ବାଲେଶ୍ବର,୨୪ା୨(ଏସଏସନିଉଜ) କୁଳଡ଼ିହାବନାଞ୍ଚଳ ଅଧୀନସ୍ଥ ସୋରରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଆଜି ବଢିଭୋର ସମୟରେ ବନବିଭାଗ ଅଚନାକ ଚଢ଼ାଉ କରି ଲକ୍ଷାଧିକଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରିଛି। ସୋର ଜଗନ୍ନାଥପୁର ଓ ସୋର ତହସିଲ ସାମ୍ନାରେଥିବା ଦୁଇଟି ବେଆଇନକରତକଳ ଉପରେ ଚଢ଼ାଉ କରାଯାଇଥିଲା।ଏହି ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଶଳ କ୍ରମେ ଖସି ପଳାଇଥିଲେ।

 

Leave A Reply

Your email address will not be published.