ଜଳିଗଲା ୫ବଖରା ଘର

0 87

ଅସ୍ତରଙ୍ଗ,୨୪ା୨(ଏସଏସନିଉଜ) କାକଟପୁରବ୍ଲକ ରାଇସଗାଁରେ ଅଗ୍ନିକାଣ୍ଡ ଘଟିଛି। ଜଳିଯାଇଛି ଗୋଟିଏପରିବାରର ୫ବଖରା ଘର । ଖବରପାଇ ଅଗ୍ନିଶମକର୍ମଚାରୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଲକ୍ଷାଧିକଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.