ଭାରତକୁ ଆଉଏକ ସ୍ବର୍ଣ୍ଣ

0 168

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ମିଳିଛି ।୬୭ କେଜି ବର୍ଗରେ ସ୍ବର୍ଣ୍ଣ ଦେଲେ ଜେରେମି ।ମୋଟ ୩୦୦ କେଜି ଉଠାଇ ଆଣିଲେ ସ୍ବର୍ଣ୍ଣ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲାଣି ୫ ପଦକ ।

 

Leave A Reply

Your email address will not be published.