ଭୁଶୁଡିଲା ନିର୍ମାଣାଧିନ ବ୍ରିଜ

0 200

ଯାଜପୁର,୧/୬(ଏସ୍‌ଏସ୍‌ନିୟୁଜ) ନିର୍ମାଣାଧିନ ବ୍ରିଜ ଭୁଶୁଡିପଡିଛି । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ନିର୍ମାଣ କରାଯାଉଥିବା ବ୍ରିଜ ଗତକାଲି ଅପରାହ୍ନରେ ଭୁସୁଡିପଡିଥିଲା ।ଏକ ଠିକା ସଂସ୍ଥା ଦ୍ୱାରା କରାଯାଉଥିବା ଏହି ବ୍ରିଜ ଭୁଷୁଡିପଡଥିଲେ ମଧ୍ୟ କାହାର କିଛି କ୍ଷତି ହୋଇଥିବାର ଜଣାପଡିନାହିଁ ।ଏହି ସମୟରେ କୈାଣସି ଠିକା କର୍ମଚାରୀମାନେ ନଥିଲେ । ତେବେ ଠିକାଦାର ଦ୍ୱାରା କରାଯାଉଥିବା କାର୍ଯ୍ୟର ମାନକୁ ନେଇ ଏଠାରେ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.