ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

0 179

ଭୁବନେଶ୍ୱର,୧/୬(ଏସଏସନିୟୁଜ) ଭୁବନେଶ୍ୱର କଳ୍ପନା ନିକଟରେ ଥିବା ଏକ ଜିମ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତକ ୬ନଂରେ ରହୁଥିବା ରଂଜିତ ନାୟକ ।ସେ ଜିମ୍ ରେ ସିକ୍ୟୁରିଟି ଗାର୍ଡ ଭାବେ କାର‌୍ୟ୍ୟ କରୁଥିଲେ । ଏହି ଘଟଣାପରେ ପରିବାର ଲୋକ ରଂଜିତର ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ, ଯୋଜନା ବଦ୍ଧଭାବେ ହତ୍ୟାକରାଯାଇଥିବାର ଅଭିଯୋଗ ଆଣିଛନ୍ତି ।ପୋଲିସ ମୃତଦେହ ଉଦ୍ଧାର କରିବା ସହ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.