ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର

0 206

ଭୁବନେଶ୍ୱର,୧୮/୬(ଏସ ଏସ ନିୟୁଜ)ବିଜେଡି କାର୍ଯ୍ୟାଳୟରେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁର ମିଳିତ ଉଦ୍ୟମ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଯାଇଛି ।ଆଜି ଶିବିରରେ ସାଂସଦ ଅମର ପଟନାୟକ ଏହାକୁ ତଦାରଖ କରିଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର ସମ୍ପାଦକ ରଶ୍ମି ରଜନ ଦାଶ ଏହାର ନେତୃତ୍ୱ ନେଇଥିଲେ ।କୋଭିଡ ନିୟମ ଅନୁସାରେ ଏହା ଆୟୋଜନ କରାଯାଇଥିଲା।ଏଥିରେ ୧୦୦ ୟୁନିଟ ରକ୍ତ ସଂଗ୍ରହ ହେଇଥିଲା।

Leave A Reply

Your email address will not be published.