ବିଦେଶୀ ମଦ ଦେକାନ ଉପରକୁ ବୋମା ମାଡ

0 264

ସାକ୍ଷୀଗୋପାଳ,୯/୯(ଏସଏସନିୟୁଜ) ଆଜି ରାତିରେଚନ୍ଦନପୁର ଓ ସାକ୍ଷୀଗୋପାଳ ନୂତନ ବିଦେଶୀ ମଦ ଦେକାନ ଉପରକୁ ବୋମାମାଡ ହୋଇଛି ।ବୋମାମାଡରେ ଜାହାର କୈାଣସି କ୍ଷତି ହୋଇନଥିବାର ଜଣାପଡଛି । ଚନ୍ଦନପୁର ମଦ ଦେକାନ ଉପରେ ବୋମା ମାଡର କିଛି ସମୟ ପରେ ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ମହାମାୟାସାହି ନିକଟ ବିଦେଶୀ ମଦ ଦେକାନ ଉପରକୁ ଲଗାତର ଦୁଇଟି ବୋମା ମାଡ ହୋଇଥିଲା। ଖବର ପାଇ ସତ୍ୟବାଦୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସି କ୍ୟାମେରାଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

 

Leave A Reply

Your email address will not be published.