ସୋମବାରରୁ ନୂଆ ଏସଓପି

0 294

ପୁରୀ, ୧୦/୯(ଏସଏସନିୟୁଜ) ସୋମବାର ଠାରୁ ଭକ୍ତମାନେ ପରିବର୍ତ୍ତିତ ନୂଆ ଏସଓପି ଅନୁସାରେ ଜଗା ଦର୍ଶନ କରିବେ । ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିବାବେଳେ ପୂର୍ବ ଏସଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।ତେବେ ୩ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବାପରେ ନୁଆ ଏସଓପି ଅନୁଯାୟୀ ସୋମବାରଠାରୁ ଭକ୍ତମାନେ ଦର୍ଶନ କରିବେ । ନୂଆ ଏସଓପି ଅନୁସାରେ ସାନିଟାଇଜ କରାଯିବା ପାଇଁ କେବଳ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।

Leave A Reply

Your email address will not be published.