ବିଲରେ କାମକରୁଥିବାବେଳେ ହେଲା ବଜ୍ରପାତ

0 201

ଆଠଗଡ,୧୧/୮(ଏସଏସନିୟୁଜ)କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ଦୋରଡ ପଞ୍ଚାୟତ ର ଚୁନାପଦ ଗ୍ରାମର ଦୁଃଖବନ୍ଧୁ ରାଉତ ବିଲରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା ଓ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସେ ସେହିଠାରେ ଟଳି ପଡ଼ିଥିଲେ। ପାଖ ବିଲରେ କାମ କରୁଥିବା ଲୋକମାନେ ଆସି ଦେଖିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏମିତି ଏକ ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି।

Leave A Reply

Your email address will not be published.