ବିଜେଡି ଆଦୌ ବିଚଳିତ ନୁହେଁ – ନବୀନ

0 176

ଭୁବନେଶ୍ୱର,୬/୧୧(ଏସଏସନିଉଜ)ଧାମନଗର ଉପନିର୍ବାଚନ ଫଳାଫଳପରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ କହିଛନ୍ତି ଯେ,ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ । କିଛିଦିନତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା । ସେ ବହୁତ ଲୋକପ୍ରିୟଥିଲେ । ବିଜେପି ତାଙ୍କପୁଅଙ୍କୁ ଟିକେଟ ଦେଇଥିଲାା ସେ ଜିତିବାର ସମ୍ଭାବନା ଥିଲା । ବିଜେଡି ବହୁତ କମ୍ ଉପନିର୍ବାଚନରେ ହାରିଛି ।ଧାମନଗର ଫଳାଫଳନେଇ ବିଜୁଜନତାଦଳ ଆଦୌି ବିଚଳିତ ନୁହେଁ । ଆମେ ଲୋକଙ୍କ ସହ ରହିଛୁ, ସେମାନଙ୍କ ସୁବିଧାଅସୁବିଧାରେ ପାଖରେ ଛିଡ଼ାହୋଇଛୁ ।ତେଣୁ ୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ଜିତି ସରକାର ଗଢ଼ିବ ବୋଲି ନବୀନ କହିଛନ୍ତି, ।

Leave A Reply

Your email address will not be published.