ବୋଲେରୋକୁ ଧକ୍କାଦେଲା ଟ୍ରକ,୪ ମୃତ

0 302

ମୟୂରଭଞ୍ଜ.୮/୭(ଏସଏସନିଉଜ)ବାଙ୍ଗିରିପୋଷି ଥାନା ଅଧିନସ୍ଥ ୪୯ ନଂ ଜାତୀୟ ରାଜପଥର ଦ୍ବାରଶୁଣୀ ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି।ସେମାନେ ହେଲେ ତୁଳସୀବଣି ଗ୍ରାମର ସାଧୁ ଟୁଡୁଙ୍କ ପୁଅ ଡେଭିଡ୍ ଓ ଝିଅ ଏଲିଜାବେଥ୍ ତାଙ୍କ ପୀଉସା ଆଲିଓ ହାଁସଦା ଓ ପିଉସୀ ଆଲାଦି ହାଁସଦା ।ଏମାନେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇ ସେଠାରୁ ଏକ ବୋଲେରୋ ଯୋଗେ ଘରକୁ ଫେରୁଥିବା ବେଳେ ଏକ ମାଲ୍ ବୋଝେଇ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.