ବ୍ରାଉନସୁଗାର ଜବତ

0 243

କଟକ,୭/୭(ଏସଏସନିଉଜ) କଟକ ଫୁଲନଖରା ଛକରୁ ୪୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଫ୍ଲାଇଙ୍ଗ ସ୍କ୍ବାଡ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୪୨ ଲକ୍ଷ ହେବ ବୋଲି ଜଣାପଡିଛି । ବ୍ୟବସାୟ ପାଇଁ ଅପେକ୍ଷା କରିଥିବାବେଳେ କୈାଣସି ସୁତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ବାଡ ଫୁଲନଖରା ଛକରୁ ନିଆଳି ଅଂଚଳର ଏହି ବ୍ୟବସାୟୀ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

 

Leave A Reply

Your email address will not be published.